Spread the love

ଭୁବନେଶ୍ୱର : ଆଜି ଫିଲ୍ମ ଓ ଟିଭି ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିଛନ୍ତି । ଗୃହ ଓ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସହ ବିଚାର ବିମର୍ଶ ପରେ ଏହି ଗାଇଡଲାଇନ ଜାରି କରାଯାଇଛି ।ଗାଇଡଲାଇନ ଅନୁସାରେ ଥର୍ମାଲ ସ୍କ୍ରିନିଂ ପରେ ଲକ୍ଷଣ ନଥିଲେ ସୁଟିଂ ସେଟ୍ କୁ ପ୍ରବେଶ ଅନୁମତି ଦିଆଯିବ । କ୍ରିଉ ମେମ୍ବର ସହ ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଅଟେ । କେବଳ କ୍ୟାମେରା ସାମ୍ନାରେ ଥିଲେ ଅଭିନେତା ମାନେ ମାସ୍କ ପିନ୍ଧିବେନି । ଏହାସହ ଅତିକମ୍ ରେ ପରସ୍ପର ମଧ୍ୟରେ ୬ଫୁଟ ଦୂରତା ରହିବା ନିହାତି ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here