Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ତେବେ ପଜେଟିଭ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୯୧ ଜଣ ରହିଥିବା ବେଳେ ଲୋକାଲ କେସ ୧,୫୮୬ ଜଣ ରହିଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୬ ହଜାର ୮୯୪ କୁ ବୃଦ୍ଧି ପାଇଛି ।ଅନ୍ୟପଟେ କରୋନାରୁ ୧,୧୨,୦୬୨ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୧୬୩ ଟି ଆକ୍ଟିଭ କେସ ରହିଛି ।

LEAVE A REPLY

Please enter your comment!
Please enter your name here