Spread the love

ଭୁବନେଶ୍ବର :ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । କରୋନା ସଂକ୍ରମିତ ନେଇ ସେ ନିଜେ ଟୁଇଟ ଜରିଆରେ ସ୍ପଷ୍ଟ କରିଛନ୍ତି ।ସଂପ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here