Spread the love

ଲକ୍ଷ୍ନୌ : ଆଜି ସକାଳୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ- ହରଦୋଇ ରାସ୍ତାରେ ଦୁଇ ସରକାରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣା ଟି କାକୋରୀ ଥାନା ଅଞ୍ଚଳରେ ଘଟିଥିବା ବେଳେ ଦୁର୍ଘଟଣା କାହିଁକି ଘଟିଲା ତାହା ଜଣା ପଡ଼ିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରହଖିଛି ।

LEAVE A REPLY

Please enter your comment!
Please enter your name here