Spread the love

ଭୁବନେଶ୍ବର ,ରାଜ୍ୟରେ ହେବାକୁ ଥିବା ୟୁଜି ଓ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଘୁ଼ଞ୍ଚାଇବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ସଚିବଙ୍କୁ ଚିଠି ଲେଖାଯାଇଛି । ସେପ୍ଟେମ୍ବର ୩୦ରେ ହେବାକୁ ଥିବା ପରୀକ୍ଷା ପରିବର୍ତ୍ତେ ଅକ୍ଟୋବର ୧୦ ଯାଏ ଘୁଞ୍ଚାଇବାକୁ ଚିଠି ଉଲ୍ଲେଖ ରହିଛି । ସେଭଳି ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ମଧ୍ୟରେ ପରୀକ୍ଷା କରିବାକୁ ନିବେଦନ କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ଯୋଗୁ ପରୀକ୍ଷାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here