Spread the love

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟରେ ୟୁଜି ଓ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବାକୁ ସ୍ଥିର କରାଯାଇଛି । ୟୁଜି ପରୀକ୍ଷା ଅଫଲାଇନରେ ମଲଟିପଲ ଚଏସ ବା ଓଏମଆର ଦ୍ବାରା ହେବ ।ଚଳିତ ବର୍ଷ ୟୁଜି ପରୀକ୍ଷା ୯ ଜିଲ୍ଲାର ୨୭୮ କଲେଜର ୫୦,୧୭୦ ଛାତ୍ରଛାତ୍ରୀ ଦେବାକୁ ଯାଉଛନ୍ତି ।ଏହାସହ ଛାତ୍ରଛାତ୍ରୀ ମାନେ୯ଟି ଜିଲ୍ଲାର କୌଣସି କଲେଜରେ ପରୀକ୍ଷା ଦେଇ ପାରିବେ ନାହିଁ ।ଏହି ମାସ ୩୦ ସୁଦ୍ଧା ପରୀକ୍ଷା କରିବା ପାଇଁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here