Spread the love

ଭୁବନେଶ୍ବର, ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୟୁଜି ଓ ପିଜି ଫାଇନାଲ ସେମିଷ୍ଟର ପରିକ୍ଷା ହେବା ନେଇ ସୂଚନା ମିଳିଛି । କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ୟୁଜିସି ଗାଇଡଲାଇନ ଅନୁସାରେ ପରିକ୍ଷା ଅନୁଷ୍ଠିତ ହେବ । ଏହାସହ ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here