Spread the love

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।ସେହି ସମୟରେ ଆଇସିଏଆର ର ପରୀକ୍ଷା କାର୍ଯ୍ୟସୂଚୀ ଥିବାରୁ ନିଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିଟ ପରୀକ୍ଷା ସ୍ଥଗିତ ନେଇ ଏନଟିଏ ପକ୍ଷରୁ ସୂଚନା ମିଳିଛି । ସ୍ଥଗିତ ନିଟ ପରୀକ୍ଷା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here