Spread the love

ନୂଆଦିଲ୍ଲୀ
ବ୍ରିଟେନ ଅର୍ଥନୀତି ଗଭୀର ମାନ୍ଦାବସ୍ଥା ଦେଇ ଗତିକରୁଛି । ଏହା କରୋନା ଭାଇରସ ଜନିତ ଲକଡାଉନ ଯୋଗୁଁ ଏପ୍ରିଲ ଏବଂ ଜୁନରେ ୨୦.୪ ପ୍ରତିଶତ ହ୍ରାସ ପାଇଛି । ବୁଧବାର ପ୍ରକାଶିତ ହୋଇଥିବା ନୂଆ ରିପୋର୍ଟରୁ ଏହା ଜଣାପଡିଛି । ଅଫିସ ଫର ନ୍ୟାସନାଲ ଷ୍ଟାଟିଷ୍ଟିକ(ଓଏନଏଶ)ର ତଥ୍ୟ ଉପରେ ମନ୍ତବ୍ୟ ଦେଇ ବ୍ରିଟେନ ଚାନସେଲର ରୁଷି ସୁନକ କହିଛନ୍ତି ଯେ ଏହା ଆମକୁ କଠିନ ସମୟ ଅଛି ବୋଲି ଚେତବାନୀ ଦେଇଛି ଏବଂ ଆହୁରି ଅନେକ ଚାକିରି ଯିବାର ସମ୍ଭାବନା ରହିଛି । ମୁଁ ଆଗରୁ କଠିନ ସମୟ ଆସୁଛି ବୋଲି କହିଥିଲି ଏବଂ ଆଜିର ତଥ୍ୟ କଠିନ ସମୟ ଲାଗି ରହିଛି ବୋଲି ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here