Spread the love

ନୂଆଦିଲ୍ଲୀ
ଗତ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାର୍‌ ସାମିଲ ଅଭିଯୋଗରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦକୁ ରବିବାର ଗିରଫ କରାଯାଇଛି । ବେଆଇନ କାର୍ଯ୍ୟକଳାପ ନିରୋଧି ଆଇନ(ୟୁଏପିଏ) ଅନୁଯାୟୀ ତାହାକୁ ଗିରଫ କରାଯାଇଛି । ଫେବୃଆରୀରେ ହୋଇଥିବା ଏହି ଦଙ୍ଗାରେ ପ୍ରାୟ ୫୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ତାହା ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି । ଦଙ୍ଗା ସମୟରେ ଖଲିଦର କାର୍ଯ୍ୟକଳାପ ଏବଂ ୟୁନାଇଟେଡ ଏଗେନଷ୍ଟ ହେଟ ଗ୍ରୁପ ଓ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ସଦସ୍ୟଙ୍କୁ ଜେରା ପରେ ଏହା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here