Spread the love

ମୁମ୍ବାଇ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଚାଲିଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାବାଲେ ବିଏମସି କଙ୍ଗନାଙ୍କ ଘର ଭାଙ୍ଗିବା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହା ସହିତ ସେ କଙ୍ଗନାଙ୍କୁ କ୍ଷତିପୂରଣ ଦେବା ଲାଗି ଦାବି କରିଛନ୍ତି । ବିଏମସି ଯେଉଁ ଭଳି ଭାବରେ କଙ୍ଗନାଙ୍କ କୋଠାକୁ ଭାଙ୍ଗିଲା ତାହାକୁ ସେ ବେଆଇନ କହିଛନ୍ତି । ତାଙ୍କୁ ନ୍ୟାୟ ମିଳିବା ଦରକାର ।

LEAVE A REPLY

Please enter your comment!
Please enter your name here