Spread the love

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୫.୦ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଅକ୍ଟୋବର ମାସରେ ସମସ୍ତ ସ୍କୁଲ କଲେଜ , ସିନେମା ହଲ ଓ ସୁଇମିଂପୁଲ ବନ୍ଦ ରହିବ। କେବଳ କ୍ରୀଡାବିତଙ୍କ ପାଇଁ ସୁଇମିଂପୁଲ ଖୋଲା ରହିବ ।ପୂର୍ବପରି ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ଜାରି ରହିବ । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳରେ ଲକଡାଉନ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here