Spread the love

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୫.୦ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଗାଇଡ୍ ଲାଇନ୍ ଅନୁଯାୟୀ ,ସାମାଜିକ ,ରାଜନୈତିକ ,କ୍ରୀଡା ,ସାଂସ୍କୃତିକ ,ଧାର୍ମିକ ସମାବେଶ ବନ୍ଦ ରହିବ ।ଅନ୍ୟପକ୍ଷେ ଉପନିର୍ବାଚନ ହେଉଥିବା ଅଞ୍ଚଳରେ ସମାବେଶ କଟକଣା କୋହଳ କରାଯାଇଛି । ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ସମାବେଶ ହୋଇପାରିବ । କିନ୍ତୁ ସମାବେଶରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ଅଟେ ।

LEAVE A REPLY

Please enter your comment!
Please enter your name here