Spread the love

ଲକ୍ଷ୍ନୌ ; ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲ ରାନୀ ବରୁଣଙ୍କର ରବିବାର ଦିନ କରୋନାରେ ମୃତ୍ୟୁ ଘଟିଛି। ସେ ଦୀର୍ଘ କିଛିଦିନ ହେବ କରୋନା ରୋଗରେ ପୀଡିତ ହୋଇ ଲକ୍ଷ୍ନୌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ୟୁପି ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି ।ସେ ୟୁପି ବିଧାନସଭାର ସଦସ୍ୟ ଥିଲେ । ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଥିଲେ । କମଲ ରାନୀ ବରୁଣ ୟୁପି ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ ।କମଲ ବରୁଣ ୩ ମେ’ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here