Spread the love

ନୂଆଦିଲ୍ଲୀ
ଉତ୍ତରାଖଣ୍ଡର ବିଜେପି ଅଧ୍ୟକ୍ଷ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ କାଲି ମୋର କରୋନା ଟେଷ୍ଟ କରାଯାଇଥିଲା । ମୋର ରିପୋର୍ଟ ପଜିଟିଭ ଆସିଛି । ଗତ ସପ୍ତାହରେ ମୋ ସମ୍ପର୍କରେ ଆସିଥିବା ଦଳ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପରୀକ୍ଷଣ କରାଇ ନେବା ଲାଗି ଅନୁରୋଧ କରୁଛି । ଆପଣ ମାନଙ୍କ ଆଶୀର୍ବାଦରୁ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବି ।

LEAVE A REPLY

Please enter your comment!
Please enter your name here