Spread the love

ନୂଆଦିଲ୍ଲୀ
ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ପୁଣିଥରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଓଏସଡି ଟେଷ୍ଟିଂରେ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସେ ପୁଣି ଆଇସୋଲେସନରେ ରହିଛନ୍ତି । ଏଥିଯୋଗୁ ବୁଧବାର ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକକୁ ସ୍ଥଗିତ କରିଦିଆଯାଇଛି । ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here