Spread the love

ଭୁବନେଶ୍ବର :ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ଆଜି ହାଇକୋର୍ଟ ଆଉ ଏକ ଆବେଦନ ଶୁଣାଣୀ କରିଛନ୍ତି । ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଆବେଦନକାରୀ ଜୟନ୍ତ ବଳଙ୍କ ପକ୍ଷରୁ ମିସକେସ ଦାୟର କରାଯାଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ଗତ୧୦ ତାରିଖରେ ହାଇକୋର୍ଟ ରାୟ ଶୁଣାଇ ଥିଲେ । କିନ୍ତୁ ୨ସପ୍ତାହ ବିତି ଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ଏନଇ ପୁନର୍ବାର ହାଇକୋର୍ଟ ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବାକୁ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here