Spread the love

ସୁବର୍ଣ୍ଣପୁର : ସ୍ବାମୀଙ୍କୁ ମାଡମାରିବା ଘଟଣାରେ ଆଜି ପୀଡିତଙ୍କ ସ୍ତ୍ରୀ ବୀରମହାରାଜପୁର ଥାନାର ଏତଲା ଦାୟର କରିଛନ୍ତି ।ବୀରମହାରାଜପୁର ଏସଆଇ ବିଜୟ କୁମାର ବାରିକଙ୍କ ନାଁରେ ଏତଲା ଦାୟର କରାଯାଇଛି ।ଗତ ୪ତାରିଖରେ ପୋଲିସ ଆକ୍ରମଣରେ ଏକ ଠେଲା ଦୋକାନୀ ଗୁରୁତର ଆହାତ ହୋଇଥିଲେ । ଏକ ଗରମ ତେଲ କଡେଇ ତାଙ୍କ ଉପରେ ନେଉଟି ପଡିଥିଲା । ପୋଲିସ ଜଣଙ୍କ ଗୁରୁତର ଦୋକାନୀଙ୍କୁ ଛାଡି ଘଟଣାସ୍ଥଲରୁ ପଲାଇଥିଲେ । ଏହି ମାମଲାର ତଦନ୍ତ ଦାବୀ କରି ପୀଡିତଙ୍କ ସ୍ତ୍ରୀ ଥାନାର ଏତଲା ଦାୟର କରିଛନ୍ତି ।

LEAVE A REPLY

Please enter your comment!
Please enter your name here