Spread the love

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହୋଇଛି । ତେବେ ଆଜି ସମସ୍ତ ମେଟ୍ରୋରେ ଭିଡ଼ ପରିଲକ୍ଷିତ ହୋଇଥିଲା । ସକାଳ ୭ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପାଖାପାଖି ୮୪ହଜାର ୮୪୧ଜଣ ଯାତ୍ରୀ ଯାତ୍ରା କରିଥିବା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ କୁହାଯାଇଛି । ତେବେ ସାଧାରଣ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ସାନିଟାଇଜ କାର୍ଯ୍ୟ ଚାଲୁ ରହିଛି ବୋଲି ଡିଏମ୍‌ଆରସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here