Spread the love

ନୟାଗଡ
ଦଶପଲ୍ଲା ରଙ୍ଗମାଟିଆରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଆମ୍ବୂଲାନ୍ସ ସହ ଧକ୍କା ହେବା ପରେ ବାଇକ ସହିତ ଜଣେ ଯୁବକ ଜଳି ଯାଇଛନ୍ତି । ଘଟଣାସ୍ଥଳରେ ଯୁବକ ଜଳିଯାଇ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here